ଇରାନ ହିଜାବ ବିବାଦ ଭିତରେ ପାକ ଏୟାର ହୋଷ୍ଟେସଙ୍କ ପାଇଁ ନିର୍ଦ୍ଦେଶନାମା

ତେହରାନ: ଇରାନରେ ହିଜାବକୁ ଅନିବାର୍ଯ୍ୟ କରାଯିବା ପରେ ସେଠାକାର ମହିଳାଙ୍କ ମଧ୍ୟରେ ଅସନ୍ତୋଷ। ହିଜାବକୁ ନେଇ ଇରାନରେ ମହିଳା ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହାକୁ ବିରୋଧ ସ୍ବରୂପ ସର୍ବସମ୍ମୁଖରେ…