ପୁଞ୍ଛ ପୀଡ଼ିତଙ୍କୁ ଭେଟିଲେ ଓମାର୍- ଯୁଦ୍ଧ ବନ୍ଦ ଲାଗି ଅପିଲ୍ କଲେ ମୁଫତି

ଜମ୍ମୁ କଶ୍ମୀରର ଅନେକ ଅଞ୍ଚଳରେ ଗୁରୁବାର ରାତିରେ ପାକିସ୍ତାନ କରିଥିଲା ଡ୍ରୋନ୍ ଆଟାକ୍। ଭାରତର ଅପରେସନ ସିନ୍ଦୂର ପରେ ବିଚଳିତ ପାକିସ୍ତାନ ସେନା ଜମ୍ମୁକଶ୍ମୀର ସୀମାରେ ଗୁଳି…