ପାକିସ୍ତାନକୁ ଭାରତର ଆଉ ଏକ ଝଟକା

ପାକିସ୍ତାନକୁ ଭାରତ ସରକାରଙ୍କର ଆଉ ଏକ ବଡ଼ ଝଟକା। OTT ପ୍ଲାଟଫର୍ମରୁ ପାକିସ୍ତାନୀ କଣ୍ଟେଣ୍ଟ ହଟାଇବାକୁ ନିର୍ଦ୍ଦେଶ। ଭାରତ ସରକାର ସମସ୍ତ ଅନଲାଇନ୍ ଷ୍ଟ୍ରିମିଂ ପ୍ଲାଟଫର୍ମ, ଓଟିଟି…