ଆସନ୍ତାକାଲିଠାରୁ  ଆରମ୍ଭ ହେବ ପବିତ୍ର ପଞ୍ଚକ ବ୍ରତ

ପୁରୀ:  ଆସନ୍ତାକାଲିଠାରୁ  ଆରମ୍ଭ ହେବ ପବିତ୍ର ପଞ୍ଚକ ବ୍ରତ। କାର୍ତ୍ତିକ ମାସର ଶେଷ ପାଞ୍ଚଦିନ ସବୁଠାରୁ ପବିତ୍ର ମନେ କରାଯାଉଥିବାରୁ ବ୍ରତ ପାଳନ ପାଇଁ ପୁରୀରେ ହଜାର…