ଜମ୍ପ ବେଳେ ଖୋଲିଲାନି ପାରାଚ୍ୟୁଟ, ଚାଲିଗଲା କମାଣ୍ଡୋଙ୍କ ଜୀବନ

ଲଦାଖ: ଲେହ ଲଦ୍ଦାଖରେ ଯୁଦ୍ଧାଭ୍ୟାସ ସମୟରେ ଜଣେ ପାରା କମାଣ୍ଡୋଙ୍କ ପାରାଚୁଟ ନ ଖୋଲିବାରୁ ତାଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାମ ନାୟକ ସୁରଜ ପାଲ, ଆଗ୍ରାସ୍ତିତ…