ମୋକିମଙ୍କ ପକ୍ଷ ଛେଦନ ପାଇଁ ଶରତଙ୍କ କସରତ

ଭୁବନେଶ୍ୱର: କଟକ ନଗର କଂଗ୍ରେସ କଳି ବଢ଼ୁଛି। ମୋକିମଙ୍କ ପକ୍ଷଛେଦନ ସକାଶେ ଧୀରେ ଧୀରେ ତାଙ୍କ ଅନୁଗତଙ୍କ ପାଇଁ କଂଗ୍ରେସ ନେତୃତ୍ୱ କବାଟ କିଳିବାକୁ ବସିଲାଣି। ଶରତଙ୍କ…