ପରଲୋକରେ ପାକ୍ ପୂର୍ବତନ ରାଷ୍ଟ୍ରପତି ମୁସାରଫ

ନୂଆଦିଲ୍ଲୀ: ଦୀର୍ଘ ଅସୁସ୍ଥତା କାରଣରୁ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ପୂର୍ବତନ ଆର୍ମି ମୁଖ୍ୟ ପରଭେଜ ମୁସାରଫଙ୍କ ରବିବାର ଦୁବାଇର ଏକ ହସ୍ପିଟାଲରେ ନିଧନ ହୋଇଛି। ମୃତ୍ୟୁ…