ପଟିଆଲାରେ ଜବାନଙ୍କୁ ପୁଲିସ ମାଡ଼- ତେଜିଲା ହଙ୍ଗାମା

ପଟିଆଲାରେ ସେନାର ଜଣେ କର୍ଣ୍ଣେଲଙ୍କୁ ପୁଲିସ ମାଡ଼ ମାରିବା ଘଟଣାକୁ ନେଇ ତେଜୁଛି ନିଆଁ। କର୍ଣ୍ଣେଲ ପୁଷ୍ପିନ୍ଦର ସିଂ ବାଠ ଓ ତାଙ୍କ ପୁଅ ସହ ମାଡ଼…