ସମ୍ୱଲପୁରରେ ଲୋକଙ୍କ କଥା ଶୁଣିଲେ ମୁଖ୍ୟମନ୍ତ୍ରୀ

କେବଳ ଭୁବନେଶ୍ୱର କାହିଁକି। ଲୋକଙ୍କ ସରକାର ଭାବେ ଲୋକଙ୍କ ପାଖକୁ ଯିବେ ସରକାର। ଲୋକେ କାହିଁକି ଅଯଥା ଖର୍ଚ୍ଚାନ୍ତ ହୋଇ ଭୁବନେଶ୍ୱର ଦୌଡ଼ିବେ। ସେଥିଲାଗି ସମ୍ୱଲୁପୁର ଯାଇଥିଲେ…