ତେଲେଙ୍ଗାନାରେ ବିଗ୍ ପଲିଟିକାଲ ଡ୍ରାମା

ହାଇଦ୍ରାବାଦ: ଟଙ୍କା ନିଅ ଆଉ ଦଳ ଛାଡ଼ି ବିଜେପିକୁ ଆସ। ତେଲେଙ୍ଗାନାରେ ଟିଆରଏସ(ବିଆରଏସ)ର ୫ ବିଧାୟକଙ୍କୁ କୁଆଡ଼େ ବିଜେପିକୁ ଆଣିବାକୁ ଏଭଳି ମୂଲଚାଲ କରିଛି ବିଜେପି। ଆଉ…