ଦିଲ୍ଲୀରେ ପଲ୍ୟୁସନ ସାର୍ଟିଫିକେଟ ନ ଥିଲେ ମିଳିବନି ଇନ୍ଧନ

ନୂଆଦିଲ୍ଲୀ: ଦିଲ୍ଲୀରେ ଗାଡି ଚାଳକଙ୍କ ପାଇଁ ନିୟମ ହେଲା କଡା। ପାଖରେ ବୈଧ ପଲ୍ୟୁସନ ଅଣ୍ଡର କଣ୍ଟ୍ରୋଲ ସାର୍ଟିଫିକେଟ ବା ପିୟୁସି ନ ଥିଲେ ମିଳିବନି ଇନ୍ଧନ।…