ମୁଖ୍ୟମନ୍ତ୍ରୀ ବାଛିବାକୁ ସିମଲାରେ ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ

ସିମଲା: ହିମାଚଳ ପ୍ରଦେଶରେ ସରକାର ଗଢିବାକୁ କଂଗ୍ରେସର ବୈଠକ। ହିମାଚଳ ପ୍ରଦେଶରେ କଂଗ୍ରେସ ବିଧାନସଭାର ୬୮ ସିଟରୁ ୪୦ ସିଟ ହାସଲ କରିବା ପରେ ସରକାର ଗଠନ…