ପ୍ରି ମାଚ୍ୟୁରିଟି ରିଲିଜକୁ ନେଇ ୟୁପିକୁ ଏସସିଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଏଦୀଙ୍କୁ ସମୟ ପୂର୍ବରୁ ମୁକ୍ତ କରିବା ଉପରେ ଉତ୍ତର ପ୍ରଦେଶ ସରକାରକୁ ଏକ ବଡ ନିର୍ଦ୍ଦେଶ ଜାରି କରିଛନ୍ତି। କୋର୍ଟ…