ସଭାପତି ରେସରେ ନାହାନ୍ତି ଅନ୍ନାମଲାଇ

ତାମିଲନାଡ଼ୁ ବିଜେପି ସଭାପତି ରେସରେ ନାହାନ୍ତି ଆଉ ଅନ୍ନାମଲାଇ। ଦଳର ଆଗାମୀ ସଭାପତି ସର୍ବସମ୍ମତ ଭାବେ ଚୟନ ହେବ। କିନ୍ତୁ ସେ ଏ ରେସରେ ନାହାନ୍ତି। କୋଏମ୍ୱାଟୋରରେ…