ଆଇପିଏଲ ଟ୍ରଫି: କାନ୍ଦିଲେ କୋହଲି- ଭାଙ୍ଗିଗଲେ ଶଶାଙ୍କ

୧୮ ବର୍ଷ ପ୍ରତୀକ୍ଷାର ଅନ୍ତ ହେଲା। ଆରସିବି ଆଇପିଏଲ ଚାମ୍ପିଅନ ହେଲା। ଅସୀମିତ ରୋମାଞ୍ଚ, ଅପୂର୍ବ ଉତ୍କଣ୍ଠା ଭିତରେ ଶେଷରେ ପଞ୍ଜାବ କିଙ୍ଗସକୁ ୬ ରନରେ ହରାଇ…