ପଞ୍ଜାବ ର ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କ ଉପରେ ଗୁଳି ମାଡ଼

ପଞ୍ଜାବର ପୂର୍ବତନ ଡେପୁଟି ସିଏମ୍ ସୁଖବୀର ମଙ୍ଗଳବାର ଠାରୁ ଅମୃତସର ସ୍ୱର୍ଣ୍ଣ ମନ୍ଦିର ବା ଶ୍ରୀ ହରମନ୍ଦିର ସାହିବ ଗୁରୁଦ୍ୱାର ବାହାରେ ଜଗୁଆଳି ଭାବେ ସଜ୍ଜା କାଟୁଛନ୍ତି…