ବ୍ରିଟେନ ମହାରାଣୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର

ଲଣ୍ଡନ: ବ୍ରିଟେନ ମହାରାଣୀ ଏଲିଜାବେଥ ଗୁରୁତର।  ୯୬ବର୍ଷିୟା ଏଲିଜାବେଥ ଏବେ ଡାକ୍ତରଙ୍କ ଦେଖାଶୁଣାରେ ଅଛନ୍ତି। ତାଙ୍କର ଚିକିତ୍ସା ସ୍କଟଲ୍ୟାଣ୍ଡରେ ଚାଲିଛି। ଏନେଇ ବକିଂହାମ ପାଲେସରୁ ବୟାନ ଜାରି…