ସାମ୍ୱାଦିକଙ୍କୁ ମର୍ଡର କଲା ପୂଜକ- କୁକର୍ମ ଖବର ଲୁଚାଇବାକୁ ସୁପାରୀ

ଗଲା ମାର୍ଚ୍ଚ ୮ ତାରିଖରେ ଦୈନିକ ଜାଗରଣର ସାମ୍ୱାଦିକ ରାଘବେନ୍ଦ୍ର ବାଜପେୟୀ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ କରିଛି ପୁଲିସ। ୟୁପିର ସୀତାପୁର ଜିଲ୍ଲାରେ ସାମ୍ୱାଦିକଙ୍କ ହତ୍ୟାକାଣ୍ଡ ପଛର ମୁଖ୍ୟ…