ହିନ୍ଦୁ ଦେବାଦେବୀଙ୍କୁ ନ ମାନିବା ପଡିଲା ମହଙ୍ଗା

ନୂଆଦିଲ୍ଲୀ: ମୁଁ ବ୍ରହ୍ମା, ବିଷ୍ଣୁ ଓ ମହେଶଙ୍କୁ ମାନେ ନାହିଁ। ମୁଁ କୃଷ୍ଣ- ରାମଙ୍କୁ ପୂଜା କରିବି ନାହିଁ। ମୁଁ କୌଣସି ହିନ୍ଦୁ ଦେବାଦେବୀଙ୍କୁ ମାନିବି ନାହିଁ।…