ସୀମା ବିବାଦ: ରାଜନାଥ ସଂସଦରେ ରଖିଲେ ବିବୃତ୍ତି

ନୂଆଦିଲ୍ଲୀ: ଡିସେମ୍ବର ୯ ତାରିଖରେ ଏଲଏସିରେ ଚୀନର ପିଏଲଏ ଓ ଭାରତୀୟ ସେନାଙ୍କ ମଧ୍ୟରେ ଦେଖାଦେଇଥିବା ହାତାହାତି ଉପରେ ମଙ୍ଗଳବାର ସଂସଦରେ ଉତ୍ତର ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ।…