ଅପରେସନ ସିନ୍ଦୂର ପରେ..ପ୍ରମାଣ ପଲିଟିକ୍ସ

ମଧ୍ୟରାତ୍ରିରେ ପାକିସ୍ତାନ ଉପରେ ଏୟାରଷ୍ଟ୍ରାଇକ୍ କରି ପହଲଗାଁଓ ଆତଙ୍କି ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ। ଅପରେସନ ସିନ୍ଦୂରର ସଫଳତା ପରେ  ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା କ୍ୟାବିନେଟ୍ ବୈଠକ।…