ଉଦୟପୁର ଫାଇଲ୍ସ- କାଠଗଡ଼ାରେ ଫିଲ୍ମ ରିଲିଜ

କହ୍ନେୟାଲାଲ ହତ୍ୟାକାଣ୍ଡ ଉପରେ ଆଧାରିତ ଫିଲ୍ମ ଉଦୟପୁର ଫାଇଲ୍ସ ରିଲିଜ ହେବ। ଏହା ଉପରେ ରୋକ୍ ଲଗାଇବାକୁ ମନା କରି ସାରିଛନ୍ତି ସୁପ୍ରିମକୋର୍ଟ। ରାଜସ୍ଥାନରେ ଏହି ଫିଲ୍ମ…