ଗଣତନ୍ତ୍ର ଦିବସ ପାଇଁ ସରିଲା ଫୁଲ ଡ୍ରେସ ରିହାଲସେଲ

() ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରୁ ଭୁବନେଶ୍ୱର ସବୁଠି ଚାଲିଛି ଜୋରଦାର ପ୍ରସ୍ତୁତି । ଏଥିପାଇଁ ଦିଲ୍ଲୀରେ ଗତ ସୋମବାର ଫୁଲ ଡ୍ରେସ ରିହାଲସେଲ ଶେଷ ହୋଇଛି…