ପଦ ଛାଡିଲେ ମୁଖ୍‌ତାର

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ମୁଖ୍‌ତାର ଅବାସ ନକବି ଅଳ୍ପସଂଖ୍ୟକ ବିଭାଗରୁ ବୁଧବାର ଇସ୍ତଫା ଦେଇଛନ୍ତି। ଇସ୍ତଫା ପୂର୍ବରୁ ନକ୍‌ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରିଛନ୍ତି।…