ଅଫିସକୁ ଫେରିଲେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ

ରାଞ୍ଚି: ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆସ୍ଥା ଭୋଟ ଜିତିବାର ଦୁଇ ଦିନ ପରେ ଅଫିସକୁ ଫେରିଛନ୍ତି। ଗୁରୁବାର ଝାରଖଣ୍ଡ ମନ୍ତ୍ରଣାଳୟକୁ ଫେରି ସୋରେନ କାର୍ଯ୍ୟ ଆରମ୍ଭ କରିଛନ୍ତି।…