ନବରଙ୍ଗପୁର: ଚାଉଳ ଯୋଗାଣରେ ବ୍ୟାପକ ଅବ୍ୟବସ୍ଥା

ନବରଙ୍ଗପୁର: ଅବ୍ୟବସ୍ଥାରେ ସରକାରୀ ଯୋଜନା। କିଛି ଦୁର୍ନୀତିମୂଳକ ବାବୁଙ୍କ ପାଇଁ ସରକାରଙ୍କ ଯୋଜନା ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରୁନାହିଁ। ପଞ୍ଚାୟତ ପିଇଓଙ୍କ ଜାଲ ଦସ୍ତଖତରେ ଗରିବ ହିତାଧିକାରୀଙ୍କ…