ନଦୀରେ ଗାଧେଇବା ହେଲା କାଳ: ନଈରେ ବୁଡି ଭାଇ ଭଉଣୀଙ୍କ ମୃତ୍ୟୁ

ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ବାଉଁଶିଆପଡା ଗାଁରେ ଅଭାବନୀୟ ଘଟଣା l ନଦୀରେ ବୁଡି ଉଭୟ ଭାଇ ଭଉଣୀଙ୍କ ମୃତ୍ୟୁ ଘଟିଛି l ବାଉଁଶିଆପଡା ଗାଁର ଦୁତିକୃଷ୍ଣ…