ସୂଚନା ଅଧିକାର କର୍ମୀଙ୍କ ଜୀବନ ହୋଇଛି ବିପଦପୂର୍ଣ୍ଣ

ଭୁବନେଶ୍ବର:  ଆଜି ସୂଚନା ଅଧିକାର ଦିବସ। ପ୍ରତିବର୍ଷ ଅକ୍ଟୋବର ୧୨ରେ ଆରଟିଆଇ ଦିବସ ପାଳିତ ହୋଇଆସୁଛି। ତେବେ ଆଜିକା ଦିନରେ ସୂଚନା ଅଧିକାର ବଳରେ ସୂଚନା ହାତେଇବା…