ପ୍ରପର୍ଟି ଟାଇଟଲ ଆଳରେ ପଞ୍ଜୀକରଣକୁ ମନା କରିପାରିବେନି ସବରେଜିଷ୍ଟ୍ରାର : ସୁପ୍ରିମକୋର୍ଟ

ସବରେଜିଷ୍ଟ୍ରାର ନିଜର ସୀମା ଜାଣନ୍ତୁ। ରେଜିଷ୍ଟ୍ରେସନ ଆକ୍ଚ, ୧୯୦୮ କୌଣସି ରେଜିଷ୍ଟରିଂ ଅଥୋରିଟିଙ୍କୁ ଅଧିକୃତ କରିନି ଯେ, ସେ କୌଣସି ପଞ୍ଜୀକରଣକୁ ମନା କରିପାରିବେ। ଟ୍ରାନ୍ସଫର ଡକ୍ୟୁମେଣ୍ଟରେ…