ଲାହୋର ଏୟାରପୋର୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ପାକିସ୍ତାନର ଲାହୋର ଏୟାରପୋର୍ଟରେ ଭୟଙ୍କର ଅଗ୍ନିକାଣ୍ଡ। ପାକିସ୍ତାନୀ ସେନାଙ୍କୁ ନେଇ ବିମାନ ଅବତରଣ ବେଳେ ଅଚାନକ ଟାୟାରରେ ନିଆଁ ଲାଗିଯାଇଥିଲା। ନିଆଁକୁ ନିୟନ୍ତ୍ରଣ କରିବାକୁ ଅଗ୍ନିଶମ ବିଭାଗ…