ବନ୍ଧା ହେଲେ ରୂପା ଗାଙ୍ଗୁଲି

ପଶ୍ଚିମବଙ୍ଗର ବିଜେପି ପୂର୍ବତନ ସାଂସଦ ତଥା ଅଭିନେତ୍ରୀ ରୂପା ଗାଙ୍ଗୁଲିଙ୍କୁ ପୋଲିସ ଗିରଫ କରିଛି। ସେ ବାଂସଦ୍ରୋଣୀ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ। ବୁଧବାର ସାରା ରାତି…