ବିଜେପି ସହ ଲଢିବା ପ୍ରତି କଂଗ୍ରେସ ସଦସ୍ୟଙ୍କ ଲକ୍ଷ୍ୟ ହେବା ଉଚିତ

ନୂଆଦିଲ୍ଲୀ: ରବିବାର ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ବୟାନର ଜବାବ ରଖିଛନ୍ତି ଶଶୀ ଥରୁର। କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଦଳର ଭିତରର ଲଢେଇ ନୁହେଁ। ବରଂ ଦଳର ସଦସ୍ୟମାନଙ୍କ ପାଇଁ…