ବିଜେଡିରେ ବାହ୍ୟଶକ୍ତିର ଝଡ଼- ନବୀନଙ୍କ ଛବି ମଳିନ!

ଓ୍ୱାକଫ ସଂଶୋଧନ ବିଲ୍ ସମର୍ଥନ ପଛରେ କିଏ। ପୁରା ପ୍ରକରଣର ମାଷ୍ଟରମାଇଣ୍ଡ କିଏ। ସସ୍ମିତ୍‌ ତ ସବୁତକ କରି ବିଦେଶରେ ରହି ପାଲା ଦେଖୁଛନ୍ତି। କିନ୍ତୁ ଏପଟେ…