ଆମେରିକା ସମୁଦ୍ର କୂଳରେ ବିରାଟକାୟ ସାମୁଦ୍ରିକ ରାକ୍ଷସ!

ୱାସିଂଟନ: ଆମେରିକାର ଓରେଙ୍ଗାନ ରାଜ୍ୟର ଫ୍ଲୋରେନ୍ସ ସମୁଦ୍ର କୂଳରେ ବିରାଟକାୟ ପ୍ରାଣୀ। କିଛି ଏହାକୁ ସାମୁଦ୍ରିକ ରାକ୍ଷସ କହୁଥିବା ବେଳେ କିଛି ଏହାକୁ ସାମୁଦ୍ରିକ ଜୀବ କହୁଛନ୍ତି।…