ଅଭିନେତ୍ରୀ ସେଲିନାଙ୍କ ଭାଇ ୟୁଏଇରେ ବେଆଇନ ଅଟକ- ଆଇନଗତ ସହାୟତା ଦେବାକୁ ନିର୍ଦ୍ଦେଶ ଦେଲେ ଦିଲ୍ଲୀ ହାଇକୋର୍ଟ

୨୦୨୪ରୁ ୟୁଏଇରେ ଜେଲରେ ଅଛନ୍ତି ବଲିଉଡ୍ ଅଭିନେତ୍ରୀ ସେଲିନା ଜେଟଲିଙ୍କ ଭାଇ ତଥା ଅବସରପ୍ରାପ୍ତ ମେଜର ବିକ୍ରାନ୍ତ କୁମାର ଜେଟଲି। ଏହି ମାମଲାକୁ ନେଇ ଦିଲ୍ଲୀ ହାଇକୋର୍ଟର…