ଚୋରା ଚାଲାଣ ସହ ପିକଅପଭ୍ୟାନ ଜବତ

ଚୋରା ଚାଲାଣ ବେଳେ କାଠ ସହିତ ପିକଅପଭ୍ୟାନ ଜବତ । ଏପରି ଘଟଣା ସାମ୍ନାକୁ ଆସିଛି କରଞ୍ଜିଆ ବନଖଣ୍ଡର ଠାକୁରମୁଣ୍ଡ ରେଞ୍ଜ ଅଞ୍ଚଳରୁ । କୌଣସି ସୂତ୍ରରୁ…