ପାକିସ୍ତାନ ପାଇଁ ଗୁପ୍ତଚରି – ୧୪ ଦିନ ବିଚାର ବିଭାଗୀୟ ହାଜତକୁ ଗଲେ ଜ୍ୟୋତି ମଲହୋତ୍ରା

ପ୍ରସିଦ୍ଧ ଟ୍ରାଭେଲ୍ ବ୍ଲଗର ଏବଂ ୟୁଟ୍ୟୁବ ଚ୍ୟାନେଲ୍ “ଟ୍ରାଭେଲ୍ ଉଇଥ୍ ଜୋ” (Travel with Jo) ର ସଂଚାଳିକା ଜ୍ୟୋତି ମଲହୋତ୍ରାଙ୍କ ପୁଲିସ ରିମାଣ୍ଡ ସରିବା ପରେ…