ସ୍ବେରେଜ ଟାଙ୍କି ସଫାକରୁଥିବା ବେଳେ ୪ ଜଣଙ୍କ ମୃତ୍ୟୁ

ଫରିଦାବାଦ: ହରିଆଣାର ଫରିଦାବାଦର ସେକ୍ଟର ୧୬ ସ୍ଥିତ ମୋରିଙ୍ଗୋ କ୍ୟୁଆରଜି ହସ୍ପିଟାଲରେ ବୁଧବାର ଏକ ସ୍ବେରେଜ ଟାଙ୍କି ସଫାକରୁଥିବା ବେଳେ ୪ ସଫେଇ କର୍ମଚାରୀଙ୍କ ମୃତ୍ୟୁ ହୋଇଛି।…