ଅର୍ଥମନ୍ତ୍ରୀ ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ ଅସୁସ୍ଥତା କାରଣରୁ  ସୋମବାର ଦିନ ଦିଲ୍ଲୀର ଏମ୍ସରେ ଭର୍ତ୍ତି ହୋଇଛନ୍ତି। ମଧ୍ୟାହ୍ନ ୧୨ଟାରେ ସୀତାରମନଙ୍କୁ ହସ୍ପିଟାଲର ଏକ ଘରୋଇ ୱାର୍ଡରେ…