ସ୍କୁଲସ୍ତରରୁ ୬ ଦକ୍ଷତା ବିକାଶ ବିଷୟକୁ ସାମିଲ କରିବ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ୬ ଦକ୍ଷତା ବିକାଶ ବିଷୟ ବସ୍ତୁକୁ ସେକେଣ୍ଡାରୀ ଲେଭୁଲରେ ସାମିଲ କରିବାକୁ ନିଷ୍ପତ୍ତି ନେଇଛି। ଚଳିତ ଶିକ୍ଷା ବର୍ଷ ୨୦୨୩-୨୪ରୁ ସମସ୍ତ ସରକାରୀ…