ସାମାଜିକ ବାସନ୍ଦ ଭୟରେ ଜୋର ନିକଟରେ ରହୁଥିଲେ ବିଧବା

ସୁବର୍ଣ୍ଣପୁର: ଆଜି ବି ସମାଜରେ ବଞ୍ଚି ରହିଛି ସାମାଜିକ କୁସଂସ୍କାର। ଆଉ ଏହି କୁସଂସ୍କାର ଯୋଗୁଁ ଅନେକ ନିରୀହ ଗାଁରୁ ବାସନ୍ଦ ହୋଇ ଜୀବନ ଯାପନ କରୁଛନ୍ତି।…