ଶ୍ରୀକୃଷ୍ଣ ଜିହାଦ ପାଠ ପଢାଇଥିଲେ ଅର୍ଜ୍ଜୁନଙ୍କୁ: ଶିବରାଜ

() ଜିହାଦକୁ ନେଇ ବିବାଦ ଓ ବିତର୍କ ସବୁବେଳେ ଛିଡ଼ା ହୋଇଛି। କିନ୍ତୁ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଜିହାଦର ପାଠ ପଢ଼ାଇଥିବା ନେଇ ଦେଶର ପୂର୍ବତନ ଗୃହମନ୍ତ୍ରୀ ଶିବରାଜ…