ପ୍ରକୃତିର କୋପରେ ଫିଲିପାଇନ୍ସ- ୧୦ଲକ୍ଷ ଲୋକ ପ୍ରଭାବିତ

ଫିଲିପାଇନ୍ସରେ ସୁପର ଟାଇଫୁନ୍ ଫୁଙ୍ଗଓ୍ୱଙ୍ଗର ତାଣ୍ଡବ। ୧୬ଶହ କିଲୋମିଟର ଯାଏଁ ତୋଫାନର କାୟାରେ ଛାରଖାର ହୋଇଯାଇଛନ୍ତି ୫୦ହଜାରରୁ ଅଧିକ ପରିବାର। ପ୍ରାୟ ୧୦ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି।…