ତାଜମହଲ ପରିଧିରେ ଥିବା ଦୋକାନ ହଟାଇବା ଉପରେ ସ୍‌ଥଗିତାଦେଶ

ନୂଆଦିଲ୍ଲୀ: ତାଜମହଲର କାନ୍ଥଠାରୁ ୫୦୦ ମିଟର ପରିଧି ଭିତରେ ସମସ୍ତ ଗତିବିଧି ବନ୍ଦ ଉପରେ ମାର୍କେଟ ଆସୋସିଏସକୁ ସୁପ୍ରିମକୋର୍ଟରୁ ସାମୟିକ ଆଶ୍ବସ୍ତି ମିଳିଛି। ଏହି ପରିଧି ଭିତରେ…