ବୁଲା କୁକୁର ହଟାଇବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ମିଶ୍ର ପ୍ରତିକ୍ରିୟା

ଭୁବନେଶ୍ବର: ହାଇଦ୍ରାବାଦରେ ଶିଶୁକୁ ଝୁଣିଗଲେ ବୁଲା କୁକୁର। ଦୁଃଖଦ ଘଟଣାକୁ ନେଇ ସବୁଆଡେ ଚର୍ଚା ଆଉ ସମସ୍ତେ ସ୍ତବ୍ଧ। ଏଭଳି ଘଟଣାର ପୁନରାବୃତ୍ତି ନହେବା ଦିଗରେ ଯତ୍ନବାନ…