ଛାତ୍ରୀଙ୍କୁ କୋଠା ଉପରୁ ଫିଙ୍ଗିଲେ ଶିକ୍ଷୟିତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀ ସ୍କୁଲରେ ଅଭାବନୀୟକାଣ୍ଡ। ଛାତ୍ରୀଙ୍କୁ ପ୍ରଥମ ମହଲା ଉପରୁ ତଳକୁ ଫୋପାଡି ଦେଲେ ଶିକ୍ଷୟିତ୍ରୀ। ଘଟଣାରେ ଛାତ୍ରୀ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛି। ପୁଲିସ…