ବିଚାରାଧୀନ ମାମଲା ବି ପ୍ରେସରେ ବିତର୍କ ହୋଇପାରିବ- ସୁପ୍ରିମକୋର୍ଟ

ପବ୍ଲିକ ଡିବେଟ୍ ଓ ସମାଲୋଚନା ଲାଗି କୋର୍ଟ ସବୁବେଳେ ଉନ୍ମକ୍ତ ରହିବା ଦରକାର। ଏପରିକି ବିଚାରାଧୀନ ମାମଲାକୁ ନେଇ ବି ଲୋକେ ଓ ଗଣମାଧ୍ୟମ ବିତର୍କ କରିପାରିବେ।…