ରାଗିଂରେ ଅତିଷ୍ଠ ଛାତ୍ରୀଙ୍କ ପାଇଁ ଆତ୍ମହତ୍ୟା ଏକ ବିକଳ୍ପ!

ହାଇଦ୍ରାବାଦ: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଚାରି ଦିନ ପୂର୍ବରୁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିବା ୨୬ ବର୍ଷୀୟ ଅନୁସୂଚିତ ଜାତିର ଛାତ୍ରୀ ପ୍ରୀତିର ମୃତ୍ୟୁ ହୋଇଛି। ମୃତ୍ୟୁ…