ସୁଲତାନପୁରୀ ଦୁର୍ଘଟଣା: ପ୍ରତ୍ୟକ୍ଷଦର୍ଶୀଙ୍କୁ ଯାଞ୍ଚରେ ସାମିଲ କରିଛି ପୁଲିସ

ନୂଆଦିଲ୍ଲୀ: ସୁଲତାନପୁରୀ ଦୁର୍ଘଟଣା ଘଟଣାରେ ମୃତକ ଅଞ୍ଜଳିଙ୍କ ସାଙ୍ଗ ତଥା ଘଟଣାର ପ୍ରତ୍ୟକ୍ଷଦର୍ଶୀ ନିଧିଙ୍କୁ ଗିରଫ କରାଯାଇ ନାହିଁ। ଗଣମାଧ୍ୟମରେ ନିଧିଙ୍କୁ ଗିରଫ କରାଯାଇଥିବା ସମ୍ବନ୍ଧିତ ଖବର…