ଡିଜିଏମଓ ବୈଠକରେ କଅଣ ହେଲା ଆଲୋଚନା- ବାହିରିଲା କି କିଛି ନିଷ୍କର୍ସ

ଡିଜିଏମଓ ବୈଠକରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ହଟ୍ ଲାଇନରେ ତୃଟି ଲାଗି ଆଲୋଚନା ବିଳମ୍ୱ ହୋଇଥିଲା। ଆପୋଷ ବୁଝାମଣାରେ ସମସ୍ତ ମିଲିଟାରି ଆକ୍ସନ ଉପରେ ରୋକ୍ ଲାଗିବା…